ପାକିସ୍ତାନର ‘ହଙ୍ଗୋର ସବ୍‌ମେରିନ୍’ ଫେଲ୍! || Pakistan’s ‘Hangor Submarine’ fails!

୧୯୭୧ ମସିହାରେ ବାଂଲାଦେଶ ମୁକ୍ତି ଯୁଦ୍ଧରେ ଭାରତଠାରୁ ଅତି ଅପମାନଜନକ ପରାଜୟ ପରେ, ପାକିସ୍ତାନ ନୌସେନା ବଙ୍ଗୋପସାଗରରୁ ସମ୍ପୂର୍ଣ୍ଣ ଭାବେ ନିଶ୍ଚିହ୍ନ ହୋଇଯାଇଥିଲା। କିନ୍ତୁ ଏବେ ଦୀର୍ଘ ଦଶନ୍ଧି ପରେ ପାକିସ୍ତାନ ପୁଣିଥରେ ଚୀନର ସାହାଯ୍ୟ ନେଇ ବଙ୍ଗୋପସାଗରରେ ନିଜର ବୁଡ଼ାଜାହାଜ ବା ସବ୍‌ମେରିନ୍ ରଖିବାକୁ ସ୍ୱପ୍ନ ଦେଖୁଛି। ଚୀନ୍ ନିର୍ମିତ ଅତ୍ୟାଧୁନିକ ‘ହଙ୍ଗୋର କ୍ଲାସ ସବ୍‌ମେରିନ୍’ (Hangor-class Submarine) ଜରିଆରେ ପାକିସ୍ତାନ ଭାରତର ପୂର୍ବ ସାମୁଦ୍ରିକ ସୀମାରେ ନିଜର ଦବଦବା ଫେରାଇ ଆଣିବାକୁ ଏକ ବଡ଼ … Continue reading ପାକିସ୍ତାନର ‘ହଙ୍ଗୋର ସବ୍‌ମେରିନ୍’ ଫେଲ୍! || Pakistan’s ‘Hangor Submarine’ fails!