ପାକିସ୍ତାନୀ କ୍ରିକେଟିୟର ନିଜ ହିନ୍ଦୁ ଅତୀତକୁ ମନେପକାଇଲେ,କହିଲେ ଅଣ ଜେଜେ ଥିଲେ ହିନ୍ଦୁ

Saqlain Mushtaq: ପାକିସ୍ତାନୀ କ୍ରିକେଟର ସାକଲେନ୍ ମୁସ୍ତାକ ଏବେ କ୍ରିକେଟ୍ ଆଲୋଚନାରେ ଭାଗ ନେଉଛନ୍ତି, ବୋଲିଂ ଟିପ୍ସ ଦେଉଛନ୍ତି ଏବଂ କ୍ରିକେଟ୍ କାହାଣୀ ସେୟାର କରୁଛନ୍ତି। ଏଭଳି ଏକ କାହାଣୀରେ ସେ ତାଙ୍କ ଜେଜେବାପାଙ୍କୁ ମନେ ପକାଇଲେ, ଯାହାଙ୍କ ନାମ ରୁଡ୍ ସିଂହ ବୋଲି ସେ ଦାବି କରିଛନ୍ତି। ପାକିସ୍ତାନ ନିଜ ହିନ୍ଦୁ ଅତିତକୁ ଜାଣିଶୁଣି ଭୁଲିଯାଏ। ପାକିସ୍ତାନ ପାଇଁ ତାର ଇତିହାସ ସପ୍ତମ ଶତାବ୍ଦୀରେ ମହମ୍ମଦ ବିନ୍ କାସିମର ସିନ୍ଧ ଆକ୍ରମଣରୁ ଆରମ୍ଭ ହୁଏ। ପାକିସ୍ତାନୀ … Continue reading ପାକିସ୍ତାନୀ କ୍ରିକେଟିୟର ନିଜ ହିନ୍ଦୁ ଅତୀତକୁ ମନେପକାଇଲେ,କହିଲେ ଅଣ ଜେଜେ ଥିଲେ ହିନ୍ଦୁ