ଓଡ଼ିଶୀ ନୃତ୍ୟକୁ ନେଇ ପାକିସ୍ତାନୀ କଳାକାର ସୀମା କିରମାନୀଙ୍କ ବୟାନକୁ ଘିରି ବିବାଦ; ଓଡ଼ିଶୀର ଉତ୍ସ ଓ ସାଂସ୍କୃତିକ ପରିଚୟ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ତୀବ୍ର ଭାରତର ପ୍ରାଚୀନ ଶାସ୍ତ୍ରୀୟ ନୃତ୍ୟ ଶୈଳୀ ‘ଓଡ଼ିଶୀ’କୁ ନେଇ ପାକିସ୍ତାନୀ କଳାକାର ସୀମା କିରମାନୀଙ୍କ ଏକ ବୟାନ ପରେ ନୂଆ ବିବାଦ ସୃଷ୍ଟି ହୋଇଛି। ସୋସିଆଲ୍ ମିଡିଆ ଓ ବିଭିନ୍ନ ସାଂସ୍କୃତିକ ମଞ୍ଚରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନେକ ଓଡ଼ିଶୀ ଗବେଷକ, କଳାକାର ଏବଂ ସଂସ୍କୃତିପ୍ରେମୀ ସୀମା … Continue reading ଓଡ଼ିଶୀ ନୃତ୍ୟକୁ ନେଇ ପାକିସ୍ତାନୀ ଏଜେଣ୍ଟ ସୀମା କିରମାନୀଙ୍କ ପ୍ରୋପାଗାଣ୍ଡାର ପର୍ଦ୍ଦାଫାଶ! || Pakistani agent Seema Kirmani’s propaganda on Odissi dance exposed!
Copy and paste this URL into your WordPress site to embed
Copy and paste this code into your site to embed