Pakistan ।। ‘ଗୁଲାମ’ ହେଉଛି କି ପାକିସ୍ତାନ ? ଇଜ୍ଜତ ହାରାଇବା କଥା କହିଲେ ପ୍ରଧାନମନ୍ତ୍ରୀ

ପାକିସ୍ତାନର ଅର୍ଥନୈତିକ ସ୍ଥିତି ବର୍ତ୍ତମାନ ଏକ ଭୟଙ୍କର ସଙ୍କଟ ମଧ୍ୟରେ ରହିଛି। ଦେଶର ବଢ଼ୁଥିବା ଋଣ, ବିଦେଶୀ ସହାୟତା ଉପରେ ନିର୍ଭରଶୀଳତା ଓ ଅସ୍ଥିର ରାଜନୈତିକ ପରିସ୍ଥିତି ନେଇ ନିଜେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ସେ ଏକ ସାର୍ବଜନୀନ ମଞ୍ଚରେ କହିଛନ୍ତି ଯେ, “ଏଭଳି ଭାବେ ଚାଲିଲେ ପାକିସ୍ତାନ ନିଜର ଇଜ୍ଜତ ଓ ସ୍ୱାଧୀନତା ହରାଇ ଏକ ‘ଗୁଲାମ ଦେଶ’ ହୋଇଯିବ । ଶହବାଜ ଶରିଫଙ୍କ ଏହି ବକ୍ତବ୍ୟ … Continue reading Pakistan ।। ‘ଗୁଲାମ’ ହେଉଛି କି ପାକିସ୍ତାନ ? ଇଜ୍ଜତ ହାରାଇବା କଥା କହିଲେ ପ୍ରଧାନମନ୍ତ୍ରୀ