ମୋଦୀଙ୍କ ପାଇଁ ଜଳ ସଙ୍କଟରେ ପାକିସ୍ତାନ : ଚେନାବ ନଦୀକୁ ବ୍ୟାସ ବେସିନ ସହିତ ଯୋଡ଼ିବା ପାଇଁ ଧାର୍ଯ୍ୟ ସମୟ ସୀମା || Pakistan in water crisis for Modi: Deadline set for linking Chenab river with Beas basin

ଚେନାବ ନଦୀର ଅତିରିକ୍ତ ଜଳକୁ ବ୍ୟାସ ବେସିନକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଜୁଲାଇ ୩୧, ୨୦୨୯ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି । ପ୍ରାୟ ୨,୩୫୨କୋଟି ମୂଲ୍ୟର ବ୍ୟୟ ବରାଦରେ ଏହି ଚେନାବ-ବ୍ୟାସ ଲିଙ୍କ ଟନେଲ ପ୍ରକଳ୍ପ ହିମାଚଳ ପ୍ରଦେଶର ଲାହୌଲ-ସ୍ପିତି ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଏହି ୮.୭ କିଲୋମିଟର ଲମ୍ବା ସୁଡ଼ଙ୍ଗ ମାଧ୍ୟମରେ, ଚେନାବ ନଦୀର ଅତିରିକ୍ତ ଜଳକୁ ବ୍ୟାସ ବେସିନ ପ୍ରଣାଳୀ ଆଡକୁ ମୋଡ଼ା ଯିବ ; ଯାହା ଦ୍ଵାରା … Continue reading ମୋଦୀଙ୍କ ପାଇଁ ଜଳ ସଙ୍କଟରେ ପାକିସ୍ତାନ : ଚେନାବ ନଦୀକୁ ବ୍ୟାସ ବେସିନ ସହିତ ଯୋଡ଼ିବା ପାଇଁ ଧାର୍ଯ୍ୟ ସମୟ ସୀମା || Pakistan in water crisis for Modi: Deadline set for linking Chenab river with Beas basin