କଂଗ୍ରେସରେ ‘ଅପରେସନ୍ ଇଣ୍ଟରଭିଉ’; ଦଳକୁ ବଞ୍ଚାଇବ କି ରାହୁଲ-ପ୍ରିୟଙ୍କାଙ୍କ ନୂଆ ଫର୍ମୁଲା? || ‘Operation Interview’ in Congress; Will the new formula by Rahul and Priyanka save the party?

ଗତ କିଛିବର୍ଷ ତଳେ ଆମ ଦେଶରେ ପାଠପଢ଼ାଉଥିବା କେତେକ ସଂସ୍ଥା ଏପରି କିଛି ବିଷୟ ଆରମ୍ଭ କରିଥିଲେ, ଯାହାକୁ ଶୁଣିଲେ ସାଧାରଣ ଲୋକମାନେ ଆଶ୍ଚର୍ଯ୍ୟ ହେଉଥିଲେ ଏବଂ ଏହାକୁ ନାପସନ୍ଦ ମଧ୍ୟ କରୁଥିଲେ। ସେତେବେଳେ ଲୋକମାନେ କହୁଥିଲେ ଯେ ରାଜନୈତିକ ନେତା କିପରି ହେବେ, ସେଥିପାଇଁ ପୁଣି ପ୍ରଶିକ୍ଷଣ କ’ଣ ଦିଆଯିବ? ଏହା ଆମ ଦେଶର ରାଜନୈତିକ ପରମ୍ପରାର ଅଧୋଗତି ବୋଲି ମଧ୍ୟ କୁହାଯାଉଥିଲା। ସେହି ସମୟରେ ‘ଭାରତୀୟ ରାଜନୈତିକ ନେତୃତ୍ୱ ପ୍ରତିଷ୍ଠାନ’ (IPL), ‘ଭାରତୀୟ ଗଣତାନ୍ତ୍ରିକ … Continue reading କଂଗ୍ରେସରେ ‘ଅପରେସନ୍ ଇଣ୍ଟରଭିଉ’; ଦଳକୁ ବଞ୍ଚାଇବ କି ରାହୁଲ-ପ୍ରିୟଙ୍କାଙ୍କ ନୂଆ ଫର୍ମୁଲା? || ‘Operation Interview’ in Congress; Will the new formula by Rahul and Priyanka save the party?