ଗୋଟିଏ ଫଟୋ, ହଜାରେ ବାର୍ତ୍ତା! || One photo, thousands of messages!

ରାଜନୀତିରେ କୁହାଯାଏ, ଶହେଟି ଭାଷଣ ଯାହା କହିପାରେନାହିଁ, ଗୋଟିଏ ମାତ୍ର ଫଟୋ ତାହା କହିଦିଏ। ଆଉ ଯେତେବେଳେ ସେହି ଫଟୋଟି ବିଶ୍ୱର ତିନିଟି ପରମାଣୁ ଶକ୍ତିସମ୍ପନ୍ନ ମହାଶକ୍ତିଙ୍କର ହୋଇଥାଏ, ସେତେବେଳେ ସମଗ୍ର ବିଶ୍ୱର କାନ ଛିଡ଼ା ହୋଇଯାଏ। ବର୍ତ୍ତମାନ ସୋସିଆଲ ମିଡିଆ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମରେ କିର୍ଗିଜସ୍ତାନର ରାଜଧାନୀ ବିଶକେକରୁ ଆସିଥିବା ଏକ ଛୋଟିଆ ୭ ସେକେଣ୍ଡର ଭିଡିଓ ଏବଂ ତା’ର ଗୋଟିଏ ଫଟୋ ସାରା ଦୁନିଆରେ ଚହଳ ସୃଷ୍ଟି କରିଛି। ଏହି ଫଟୋରେ କିଏ ଅଛନ୍ତି? … Continue reading ଗୋଟିଏ ଫଟୋ, ହଜାରେ ବାର୍ତ୍ତା! || One photo, thousands of messages!