“ସାଧାରଣ ଲୋକଙ୍କୁ ସୁରକ୍ଷା”, “ପୋଲିସ୍ ର ନବକଳେବର”, “ଥାନାରେ ସ୍ୱଚ୍ଛତା”, ଆଉ “ଜନସାଧାରଣଙ୍କ ସେବାରେ ପୋଲିସ୍” ଏସବୁ ଶବ୍ଦ ଆପଣ ବିଗତ କିଛି ବର୍ଷ ହେବ ଓଡ଼ିଶା ରାଜନୀତିରେ ଶୁଣିଥିବେ। ପ୍ରତ୍ୟେକ ନିର୍ବାଚନ ପୂର୍ବରୁ ଓ ସରକାରୀ ମଞ୍ଚରୁ ବଡ଼ ବଡ଼ ଦାବି କରାଯାଏ— ଓଡ଼ିଶା ପୋଲିସକୁ ଅଧୁନାତନ କରାଯାଉଛି, ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଣାଯାଉଛି, ଆଉ ପ୍ରଶାସନକୁ ଅଧିକ ଜବାବଦାରି କରାଯାଉଛି। ହେଲେ, ବାସ୍ତବତା କ’ଣ? ଯେତେବେଳେ ଜଣେ ସାଧାରଣ ନାଗରିକ ନ୍ୟାୟ ଆଶାରେ ଥାନାର ପାହାଚ … Continue reading ଓଡ଼ିଶା ପୋଲିସ୍ ସଂସ୍କାର: ରାଜନୈତିକ ପ୍ରତିଶ୍ରୁତି ଓ ବାସ୍ତବତାର ମୁହାଁମୁହିଁ || Odisha Police Reform: Political Promises and Reality Face to Face
Copy and paste this URL into your WordPress site to embed
Copy and paste this code into your site to embed