Odia people’s lives at stake for taxes! ।। ଟିକସ ପାଇଁ ବାଜିରେ ଓଡ଼ିଆଙ୍କ ଜୀବନ!
ଓଡ଼ିଶା ଦୀର୍ଘଦିନ ଧରି ଖଣିଜ ସମ୍ପଦରେ ଧନୀ ରାଜ୍ୟ ଭାବେ ପରିଚିତ। ଲୁହା, କୋଇଲା, ବକ୍ସାଇଟ୍, କ୍ରୋମାଇଟ୍—ଭାରତର ଶିଳ୍ପ ଚକ୍ରକୁ ଚାଲାଇବାରେ ଓଡ଼ିଶାର ଭୂମିକା ଅସ୍ୱୀକାର୍ଯ୍ୟ ନୁହେଁ। କିନ୍ତୁ ଏହି ‘ଉନ୍ନତି’ର ପଛରେ ଯେଉଁ ମୂଲ୍ୟ ରାଜ୍ୟ ଦେଉଛି—ତାହା ଏବେ ରାଜ୍ୟସଭାର ମଞ୍ଚରୁ ସରକାରୀ ଭାବେ ସ୍ୱୀକୃତ। ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ସ୍ପଷ୍ଟ କରିଛନ୍ତି ଯେ ଓଡ଼ିଶାର ୭ଟି ସହର—ଅନୁଗୁଳ, ବାଲେଶ୍ୱର, ଭୁବନେଶ୍ୱର, … Continue reading Odia people’s lives at stake for taxes! ।। ଟିକସ ପାଇଁ ବାଜିରେ ଓଡ଼ିଆଙ୍କ ଜୀବନ!
Copy and paste this URL into your WordPress site to embed
Copy and paste this code into your site to embed