କିଡନୀ ପ୍ରତିରୋପଣର ପୁରା ବିବରଣୀ ସାର୍ବଜନୀନ କରିବାକୁ ହସ୍ପିଟାଲଗୁଡ଼ିକୁ ‘NOTTO’ର ନିର୍ଦ୍ଦେଶ || ‘NOTTO’ directs hospitals to make full details of kidney transplants public

ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ସେବାର ମାନ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ଦେଶର ସମସ୍ତ କିଡନୀ ପ୍ରତିରୋପଣ କରୁଥିବା ହସ୍ପିଟାଲଗୁଡ଼ିକୁ ସେମାନଙ୍କର ସଫଳତା ଏବଂ ବିଫଳତାର ସମସ୍ତ ତଥ୍ୟ ସାର୍ବଜନୀନ କରିବାକୁ ପଡ଼ିବ। ଏ ସମ୍ପର୍କରେ ‘ନ୍ୟାସନାଲ୍ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ’ (NOTTO) ପକ୍ଷରୁ ଦେଶର ସମସ୍ତ ପଞ୍ଜୀକୃତ ପ୍ରତିରୋପଣ କେନ୍ଦ୍ରଗୁଡ଼ିକୁ ଏକ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ୱେବସାଇଟ୍‌ରେ … Continue reading କିଡନୀ ପ୍ରତିରୋପଣର ପୁରା ବିବରଣୀ ସାର୍ବଜନୀନ କରିବାକୁ ହସ୍ପିଟାଲଗୁଡ଼ିକୁ ‘NOTTO’ର ନିର୍ଦ୍ଦେଶ || ‘NOTTO’ directs hospitals to make full details of kidney transplants public