ଭାରତ ପାଇଁ ନୂଆ ବିପଦ? ଇରାନୀୟ ‘ଶାହେଦ୍ କାମିକାଜି ଡ୍ରୋନ୍’ ତିଆରି କରୁଛି ପାକିସ୍ତାନ || New threat for India? Pakistan is making Iranian ‘Shaheed Kamikaji Drone’

ୟୁକ୍ରେନ ଯୁଦ୍ଧକ୍ଷେତ୍ରରେ ଯେଉଁ ଇରାନୀୟ ଡ୍ରୋନ୍ ଘଣ୍ଟାକୁ ଶହ ଶହ କିଲୋମିଟର ବେଗରେ ମାଡ଼ିଆସି ସହର ପରେ ସହର ଛାରଖାର କରିଦେଲା… ଯାହାର ଭୟାନକ ଗର୍ଜନ ଶୁଣି କିଭ୍ ସହରର ଲୋକେ ବଙ୍କର ଭିତରେ ଲୁଚିବାକୁ ବାଧ୍ୟ ହେଉଥିଲେ… ସେହି କୁଖ୍ୟାତ “ଶାହେଦ୍-୧୩୬” କାମିକାଜି ଡ୍ରୋନ୍ ଏବେ ପହଞ୍ଚିଯାଇଛି ଆମ ପଡ଼ୋଶୀ ପାକିସ୍ତାନ ହାତରେ! ହଁ, ପାକିସ୍ତାନ ଏବେ ନିଜ ମାଟିରେ, ନିଜର ଅସ୍ତ୍ର କାରଖାନାରେ ଇରାନର ଏହି ଆତ୍ମଘାତୀ ଡ୍ରୋନ୍ ନିର୍ମାଣ କରିବା ଆରମ୍ଭ କରିଦେଇଛି। … Continue reading ଭାରତ ପାଇଁ ନୂଆ ବିପଦ? ଇରାନୀୟ ‘ଶାହେଦ୍ କାମିକାଜି ଡ୍ରୋନ୍’ ତିଆରି କରୁଛି ପାକିସ୍ତାନ || New threat for India? Pakistan is making Iranian ‘Shaheed Kamikaji Drone’