ରାଜନୀତିର ନୂଆ ଦିଗ ଓ ଛାତ୍ର ଆନ୍ଦୋଳନର ସଚ୍ଚୋଟତା: ତାମିଲନାଡ଼ୁରୁ ରାଞ୍ଚି ଯାଏଁ || New dimensions of politics and the honesty of student movements: From Tamil Nadu to Ranchi

ଗତ କିଛି ମାସ ମଧ୍ୟରେ ମେ’ ମାସରୁ ଆରମ୍ଭ କରି ଚଳିତ ଅଗଷ୍ଟ ପର୍ଯ୍ୟନ୍ତ ଭାରତୀୟ ରାଜନୀତି ଏବଂ ସାମାଜିକ ପରିଦୃଶ୍ୟରେ ଚାରୋଟି ବଡ଼ ଘଟଣା ଘଟିଯାଇଛି। ଏଥିମଧ୍ୟରୁ ଦୁଇଟି ଘଟଣା ସମ୍ପୂର୍ଣ୍ଣ ରାଜନୈତିକ ଏବଂ ଅନ୍ୟ ଦୁଇଟି ଅଣ-ରାଜନୈତିକ ଅର୍ଥାତ୍ ଛାତ୍ର ଆନ୍ଦୋଳନ ସହ ଜଡ଼ିତ। ଉପରକୁ ଦେଖିଲେ ଏହି ଘଟଣାଗୁଡ଼ିକ ଭିନ୍ନ ଭିନ୍ନ ଲାଗିପାରେ, କିନ୍ତୁ ଭାରତର ଭବିଷ୍ୟତ ରାଜନୀତି ଏବଂ ଆଗାମୀ ଦିନର ସାମାଜିକ ଚିନ୍ତନ ଉପରେ ଏହାର ବ୍ୟାପକ ପ୍ରଭାବ ପଡ଼ିବାକୁ … Continue reading ରାଜନୀତିର ନୂଆ ଦିଗ ଓ ଛାତ୍ର ଆନ୍ଦୋଳନର ସଚ୍ଚୋଟତା: ତାମିଲନାଡ଼ୁରୁ ରାଞ୍ଚି ଯାଏଁ || New dimensions of politics and the honesty of student movements: From Tamil Nadu to Ranchi