Neglect of tea cultivation in Odisha || ଓଡ଼ିଶାରେ ଚା’ ଚାଷର ଅବହେଳା
ଭାରତରେ ଚା’ ଚାଷକୁ କେବଳ ଆସାମ, ଦାର୍ଜଲିଙ୍ଗ, ନୀଳଗିରି ଇତ୍ୟାଦି କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ସହିତ ଜଡ଼ିତ ଦେଖାଯାଏ। କିନ୍ତୁ ଓଡ଼ିଶା ମଧ୍ୟ ୧୯୮୦ ଦଶକରେ ଏକ ଶୌର୍ଯ୍ୟଶାଳୀ ପ୍ରୟାସ କରିଥିଲା- ଏକ ଏମିତି ଚେଷ୍ଟା ଯାହା ଦାର୍ଜଲିଙ୍ଗ ଚା’ ସହ ସମକକ୍ଷ ଗୁଣସ୍ତରର ଚା’ ଉତ୍ପାଦନ କରି ବିଶ୍ୱବଜାରରେ ଓଡ଼ିଶାର ନାଁ ଉଜ୍ଜ୍ୱଳ କରିଥିଲା। କେନ୍ଦୁଝର ଜିଲ୍ଲାର ତରମାକାନ୍ତ ଭୂୟାଂ ପୀଢ଼ ଟି ଇଷ୍ଟେଟ୍—ଏହି ନାଁ ଆଜି ଅଧିକାଂଶ ଓଡ଼ିଆଙ୍କ ପାଇଁ ଅପରିଚିତ, କିନ୍ତୁ ୩୦–୪୦ … Continue reading Neglect of tea cultivation in Odisha || ଓଡ଼ିଶାରେ ଚା’ ଚାଷର ଅବହେଳା
Copy and paste this URL into your WordPress site to embed
Copy and paste this code into your site to embed