ଅମରନାଥ ଯାତ୍ରା ସମୟରେ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସକ୍ରିୟ ରହିବ NDMA ର ମୋବାଇଲ୍ ଆଲର୍ଟ ସେବା || NDMA’s mobile alert service will be active for natural disasters during Amarnath Yatra

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ଜୀବନ ରକ୍ଷା ପାଇଁ ଆରମ୍ଭ ହୋଇଥିବା ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ର ମୋବାଇଲ୍ ଫୋନ୍ ଆଲର୍ଟ ବ୍ରଡକାଷ୍ଟ ସେବାକୁ ଦେଶରେ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିଲେ ମଧ୍ୟ, ଆସନ୍ତା ଜୁଲାଇ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ପବିତ୍ର ଅମରନାଥ ଯାତ୍ରା ସମୟରେ ଏହାକୁ ବିଶେଷ ଭାବେ କାର୍ଯ୍ୟକ୍ଷମ କରାଯିବ। ଯାତ୍ରା ମାର୍ଗରେ ଉପଲବ୍ଧ ହେବ ସୁବିଧା ଏହି ଜରୁରୀକାଳୀନ ଆଲର୍ଟ ସେବା ଅମରନାଥ ଯାତ୍ରା ରୁଟ୍ … Continue reading ଅମରନାଥ ଯାତ୍ରା ସମୟରେ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସକ୍ରିୟ ରହିବ NDMA ର ମୋବାଇଲ୍ ଆଲର୍ଟ ସେବା || NDMA’s mobile alert service will be active for natural disasters during Amarnath Yatra