Naveen’s left hand magic not work ।। ନବୀନଙ୍କ ବାମହାତ ହଲା ଯାଦୁ ଗାଏବ

ନୂଆପଡ଼ା ଉପନିର୍ବାଚନରେ ବିଜୁ ଜନତା ଦଳ ମାଟି କାମୁଡି ପଡ଼ିଛି। ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ବିଜେପି ପ୍ରାର୍ଥୀ ଜୟରାମ ଢୋଲକିଆଙ୍କଠାରୁ ଲଜ୍ୟାଜନକ ଭାବେ ୮୨ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ପରାଜିତ ହୋଇ ତୃତୀୟ ସ୍ଥାନରେ ରହିବା ସହିତ ମାତ୍ର ୩୮ହଜାର ୪୦୮ ଭୋଟ ପାଇଛନ୍ତି। ବିଜେଡିର ଏହି ପରାଜୟ ସହିତ ରାଜ୍ୟରେ ବିଜେଡି ଆଉ ଅଣ୍ଟାସଳଖି ଉଠିପାରିବ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ବିଧାନସଭା ନିର୍ବାଚନରେ ବିଜେଡିର ପତନ, ନବୀନଙ୍କ ଅସୁସ୍ଥ … Continue reading Naveen’s left hand magic not work ।। ନବୀନଙ୍କ ବାମହାତ ହଲା ଯାଦୁ ଗାଏବ