Gen-Z ଙ୍କୁ ନେଇ ନବୀନଙ୍କ ଦୋମୁହାଁ ନୀତି! || Naveen’s controversial policy towards Gen-Z!

ଦେଶର ରାଜନୈତିକ ଦଳଗୁଡ଼ିକ ଏବେ ନିଜ ନିଜ ଗୋଟି ଚାଳନାରେ ବ୍ୟସ୍ତ। ନୂଆ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବଡ଼ ବଡ଼ ସ୍ଲୋଗାନ ଦିଆଯାଉଛି, ସୋସିଆଲ ମିଡିଆରେ ରଣନୀତି ତିଆରି ହେଉଛି। ଓଡ଼ିଶାର ପ୍ରମୁଖ ବିରୋଧୀ ଦଳ ବିଜୁ ଜନତା ଦଳ (BJD) ଏବଂ ଦଳର ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଏହି ପ୍ରତିଯୋଗିତାରେ ପଛରେ ନାହାନ୍ତି। କିନ୍ତୁ, ଏହି ଗୋଲକଧନ୍ଦା ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠିଛି— “ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ହେଲେ ଜୋରଦାର ସମର୍ଥନ, … Continue reading Gen-Z ଙ୍କୁ ନେଇ ନବୀନଙ୍କ ଦୋମୁହାଁ ନୀତି! || Naveen’s controversial policy towards Gen-Z!