Naveen, the Merchant of ‘Letter Politics’ II ଚିଠି ରାଜନୀତିର ସୌଦାଗର ନବୀନ

ଓଡ଼ିଶାର ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ସେହି ସ୍ୱତନ୍ତ୍ର ରାଜନୈତିକ ଅସ୍ତ୍ର ବିଷୟରେ, ଯାହାକୁ ସେ କ୍ଷମତାରେ ଥା’ନ୍ତୁ କି ନ ଥା’ନ୍ତୁ, କେବେବି ଛାଡ଼ି ନାହାନ୍ତି। ୨୪ ବର୍ଷର କ୍ଷମତା ପରେ ଯେତେବେଳେ ତାଙ୍କ ହାତରୁ ଶାସନ ଡୋରି ଖସିଗଲା, ସେତେବେଳେ ଲାଗୁଥିଲା ହୁଏତ ତାଙ୍କ ରାଜନୈତିକ ସକ୍ରିୟତା କମିଯିବ। କିନ୍ତୁ ନବୀନ ପଟ୍ଟନାୟକ ପ୍ରମାଣ କରିଦେଲେ ଯେ, ସେ କ୍ଷମତାରେ ନଥାଇ ବି ‘ଚିଠି’ ମାଧ୍ୟମରେ ସରକାରଙ୍କୁ … Continue reading Naveen, the Merchant of ‘Letter Politics’ II ଚିଠି ରାଜନୀତିର ସୌଦାଗର ନବୀନ