ରାହୁଲଙ୍କ ରାସ୍ତାରେ ନବୀନ! || Naveen is on Rahul’s path!

ରାଜନୀତିରେ କେହି କାହାର ଚିରନ୍ତନ ଶତ୍ରୁ ନୁହନ୍ତି କି ଚିରନ୍ତନ ମିତ୍ର ନୁହନ୍ତି—କେବଳ ସ୍ୱାର୍ଥ ହିଁ ସବୁଠୁ ବଡ଼ ସତ। ଆଉ ଆଜି ଓଡ଼ିଶା ରାଜନୀତିରୁ ଏମିତି ଏକ ବଡ଼ ଚର୍ଚ୍ଚା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କେବେ ପରସ୍ପର ବିରୋଧରେ ଛିଡ଼ା ହେଉଥିବା ଦୁଇଟି ଧ୍ରୁବ, ଆଜି କାଳେ ଗୋଟିଏ ସୂତ୍ରରେ ବନ୍ଧା ହେବାକୁ ଯାଉଛନ୍ତି! କଥାଟା ଶୁଣିବାକୁ ଅଡ଼ୁଆ ଲାଗିପାରେ, କିନ୍ତୁ ପ୍ରଶ୍ନ ଉଠୁଛି—ନବୀନ ପଟ୍ଟନାୟକ କ’ଣ ଏବେ … Continue reading ରାହୁଲଙ୍କ ରାସ୍ତାରେ ନବୀନ! || Naveen is on Rahul’s path!