Naveen is gripped by fear of Dillip || ନବୀନଙ୍କୁ ଘାରିଛି ଦିଲ୍ଲୀପ ଭୟ

ଓଡ଼ିଶା ରାଜନୀତିରେ ଏମିତି କିଛି ନେତା ଅଛନ୍ତି; ଯାହାଙ୍କ ନାଁ ଉଚ୍ଚାରଣ ହେବା ମାତ୍ରେ ବିଜେଡି ଶିବିରର ଅସ୍ଥିରତା ବଢ଼ି ଯାଏ। ସେମାନଙ୍କ ମଧ୍ୟରେ ଗୋଟିଏ ନାଁ—ଦିଲ୍ଲୀପ ରାୟ। ଏହି ନାଁ ସହିତ ଯୋଡ଼ି ହୋଇ ରହିଛି ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ, ଭୋଟ ଗଣିତ ଓଲଟପାଲଟ କରିବା ଏବଂ “ଶେଷ ମୁହୂର୍ତ୍ତର ବାଜିଗର”। ଏହି ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକଙ୍କ ରାଜନୀତିକ ମନୋବୃତ୍ତି ଓ ରଣନୀତିକୁ ଯଦି ବୁଝିବାକୁ ହୁଏ, ତେବେ ଭୟ—କେବଳ ଭାବନା ନୁହେଁ; ଏକ ଗଣିତ, … Continue reading Naveen is gripped by fear of Dillip || ନବୀନଙ୍କୁ ଘାରିଛି ଦିଲ୍ଲୀପ ଭୟ