ଓଡ଼ିଶା ରାଜନୀତିର ଇତିହାସ କେବଳ କ୍ଷମତାର ଇତିହାସ ନୁହେଁ, ଏହା ହେଉଛି ବ୍ୟକ୍ତିତ୍ୱ, ଆଦର୍ଶ ଏବଂ ସମୟକ୍ରମେ ସେହି ଆଦର୍ଶରୁ ହୋଇଥିବା ବିଚ୍ୟୁତିର ଏକ ଦୀର୍ଘ କାହାଣୀ। ରାଜ୍ୟର ସର୍ବବୃହତ୍ ଆଞ୍ଚଳିକ ଦଳ— ବିଜୁ ଜନତା ଦଳ ବା ବିଜେଡି। ଦଳର ନାଁଟି କାହାର? ଓଡ଼ିଶାର ଗର୍ବ, ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାମ। ୧୯୯୭ ମସିହାରେ ଯେତେବେଳେ ଏହି ଦଳ ଜନ୍ମ ନେଲା, ସେତେବେଳେ ରାଜ୍ୟବାସୀଙ୍କୁ କୁହାଯାଇଥିଲା— ଏହି ଦଳ ବିଜୁ ପଟ୍ଟନାୟକଙ୍କ ଅଧୁରା … Continue reading ବିଜୁ ବିରୋଧୀ ନବୀନ? ବାପାଙ୍କ ଆଦର୍ଶ ବନାମ ପୁଅର ରାଜନୀତି || Naveen against Biju? Father’s ideals versus son’s politics
Copy and paste this URL into your WordPress site to embed
Copy and paste this code into your site to embed