ଭସ୍ମୀଭୂତ ହେଲା ଭୁବନେଶ୍ୱର ୟୁନିଟ୍-୨ ମାର୍କେଟ୍ ବିଲ୍ଡିଂର ୧୫ରୁ ଅଧିକ ଦୋକାନ;ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ || More than 15 shops in Bhubaneswar’s Unit-2 Market Building gutted; property worth lakhs of rupees destroyed

ରାଜଧାନୀ ଭୁବନେଶ୍ୱରର ସବୁଠାରୁ ବ୍ୟସ୍ତବହୁଳ ବାଣିଜ୍ୟିକ କେନ୍ଦ୍ର ୟୁନିଟ୍-୨ ମାର୍କେଟ୍ ବିଲ୍ଡିଂ ପରିସରରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ଏହି ବଡ଼ ଧରଣର ଅଗ୍ନିକାଣ୍ଡରେ ମାର୍କେଟ୍ ବିଲ୍ଡିଂରେ ଥିବା ପ୍ରାୟ ୧୫ରୁ ଅଧିକ ଦୋକାନ ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଦେଖୁ ଦେଖୁ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜଳି ନଷ୍ଟ ହୋଇଯାଇଛି ।   ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ … Continue reading ଭସ୍ମୀଭୂତ ହେଲା ଭୁବନେଶ୍ୱର ୟୁନିଟ୍-୨ ମାର୍କେଟ୍ ବିଲ୍ଡିଂର ୧୫ରୁ ଅଧିକ ଦୋକାନ;ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ || More than 15 shops in Bhubaneswar’s Unit-2 Market Building gutted; property worth lakhs of rupees destroyed