Modi’s big move ahead! II ଆଗକୁ ମୋଦୀଙ୍କ ବଡ଼ ଖେଳ!

ମହିଳା ସଂରକ୍ଷଣ ବିଲ୍ ଏବଂ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ସଂସଦ ଅଧିବେଶନ ଡାକିବାର ରଣନୀତି। ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କୁ ସମାନ ଅଧିକାର ଓ ସଂସଦରୁ ଆରମ୍ଭ କରି ବିଧାନସଭା ପର୍ଯ୍ୟନ୍ତ ୩୩ ପ୍ରତିଶତ ସଂରକ୍ଷଣ ଦେବା କଥାଟି ଦୀର୍ଘ ଦିନ ହେଲା ଚର୍ଚ୍ଚାରେ ଥିଲା। ହେଲେ ବର୍ତ୍ତମାନ ଯେଉଁ ଖବର ସାମ୍ନାକୁ ଆସୁଛି, ତାହା ଦେଶର ରାଜନୈତିକ ପାଣିପାଗକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକି ଏହି ସଂବିଧାନ … Continue reading Modi’s big move ahead! II ଆଗକୁ ମୋଦୀଙ୍କ ବଡ଼ ଖେଳ!