Missing terror in Delhi ।। ଦିଲ୍ଲୀରେ ନିଖୋଜ ଆତଙ୍କ

ଯେଉଁ ନଗରୀକୁ ଦେଶର ସୁରକ୍ଷା, ଶାସନିକ ଦକ୍ଷତା ଓ ଆଧୁନିକତାର ପ୍ରତୀକ ବୋଲି ଧରାଯାଏ, ସେଇ ଦିଲ୍ଲୀ ଆଜି ଗୋଟିଏ ନୀରବ କିନ୍ତୁ ଭୟାବହ ସଙ୍କଟର ସମ୍ମୁଖୀନ, ତାହା ହେଲା ନିଖୋଜ ମାନବଙ୍କ ସଙ୍କଟ। ଏହା କେବଳ ଅପରାଧିକ ସଂଖ୍ୟା ନୁହେଁ; ଏହା ହେଉଛି ରାଜ୍ୟ, ସମାଜ ଓ ପ୍ରଶାସନର ସାମୂହିକ ବିଫଳତାର ଆଇନା। ୨୦୨୬ ମସିହାର ପ୍ରଥମ ୧୫ ଦିନର ସଂଖ୍ୟା ଦେଖିଲେ ମୁଣ୍ଡ ବୁଲାଇ ଦେବ। କେବଳ ଦୁଇ ସପ୍ତାହରେ ୮୦୭ ଜଣ ଲୋକ … Continue reading Missing terror in Delhi ।। ଦିଲ୍ଲୀରେ ନିଖୋଜ ଆତଙ୍କ