ଏମ୍ସ ଭୁବନେଶ୍ୱରରେ ଚାକିରି ନାଁରେ ମହାଠକେଇ; ୭୦ ଜଣଙ୍କ ତାଲିକା ପଛର କଳା ସତ କ’ଣ? || Massive job fraud at AIIMS Bhubaneswar; what is the dark truth behind the list of 70 people?

ରାଜଧାନୀର ସବୁଠାରୁ ପ୍ରତିଷ୍ଠିତ ସ୍ୱାସ୍ଥ୍ୟାନୁଷ୍ଠାନ AIIMS ଭୁବନେଶ୍ୱରରେ ଏବେ ନିଯୁକ୍ତିକୁ ନେଇ ଏମିତି ଏକ କଳା କାହାଣୀ ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣଙ୍କର ବିଶ୍ୱାସ ହେବ ନାହିଁ। ଗୋଟିଏ ପଟେ ସୁରକ୍ଷା ସଂସ୍ଥାର ଅଧିକାରିକ ଚିଠି ଏବଂ ଅନ୍ୟପଟେ ନିରୀହ ଯୁବକଙ୍କୁ ଠକି ନେଇଥିବା ଲକ୍ଷ ଲକ୍ଷ ଟଙ୍କାର ହସ୍ତଲିଖିତ କାହାଣୀ—ଏହି ଦୁଇଟି ଦସ୍ତାବିଜ୍ ଏବେ ସୃଷ୍ଟି କରିଛି ବିରାଟ ହଇଚଇ! ଗତ ଅଗଷ୍ଟ ୨୯, ୨୦୨୬ ତାରିଖର ସେହି ଅଧିକାରିକ ଚିଠି ଉପରେ। ‘Bombay … Continue reading ଏମ୍ସ ଭୁବନେଶ୍ୱରରେ ଚାକିରି ନାଁରେ ମହାଠକେଇ; ୭୦ ଜଣଙ୍କ ତାଲିକା ପଛର କଳା ସତ କ’ଣ? || Massive job fraud at AIIMS Bhubaneswar; what is the dark truth behind the list of 70 people?