ସାମ୍ପ୍ରତିକ ହିଂସାରେ ଜଳୁଛି ମଣିପୁର ; ନାଗା ଓ କୁକି-ଜୋସ୍ ସଂଘର୍ଷର ମାସେ ଭିତରେ ଗଲାଣି ଏକାଧିକ ଜୀବନ || Manipur is burning with the latest violence; Naga and Kuki-Jos clashes have claimed many lives in a month

ପ୍ରାୟ ତିନି ବର୍ଷ ଧରି ହିଂସାରେ ଦୋହଲି ରହିଥିବା ମଣିପୁର ରାଜ୍ୟରେ ସ୍ଥିତି ପୁଣି ଉତ୍ତେଜନାପୂର୍ଣ୍ଣ ହୋଇଛି । ଜାତିଗତ କୁକି-ଜୋସ୍ ଏବଂ ନାଗାଙ୍କ ମଧ୍ୟରେ ସଂଘର୍ଷ ତୀବ୍ର ହେବା ସହିତ ଉକ୍ରଳରେ ତିନି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅତି କମରେ ଚାରି ଜଣ ଆହତ ହୋଇଛନ୍ତି। ଗତ ସପ୍ତାହରେ ମିସାଇଲ ମାଡ଼ରେ ଯାଇଛି ଦୁଇ ନିରୀହ ଶିଶୁଙ୍କ ଜୀବନ । ଯାହା ନେଇ ମଣିପୁର ରାଜରାସ୍ତା ରେ ଶାନ୍ତି ବିକ୍ଷୋଭ ପାଇଁ ହାତରେ ମଶାଲ … Continue reading ସାମ୍ପ୍ରତିକ ହିଂସାରେ ଜଳୁଛି ମଣିପୁର ; ନାଗା ଓ କୁକି-ଜୋସ୍ ସଂଘର୍ଷର ମାସେ ଭିତରେ ଗଲାଣି ଏକାଧିକ ଜୀବନ || Manipur is burning with the latest violence; Naga and Kuki-Jos clashes have claimed many lives in a month