ମମତାଙ୍କ ରାଜନୈତିକ ଡ୍ରାମା ନା ସଙ୍କଟ? || Mamata’s political drama or crisis?

ଭାରତୀୟ ଗଣତନ୍ତ୍ରର ଇତିହାସରେ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ବ୍ୟକ୍ତିବିଶେଷଙ୍କ ବିରୋଧରେ ‘ମହାଭିଯୋଗ ପ୍ରସ୍ତାବ’ ବା ‘Impeachment Motion’ ଏକ ବ୍ରହ୍ମାସ୍ତ୍ର ସଦୃଶ। କିନ୍ତୁ ଯେତେବେଳେ ଏହି ଅସ୍ତ୍ରର ପ୍ରୟୋଗ କେବଳ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ କରାଯାଏ, ସେତେବେଳେ ଗଣତନ୍ତ୍ରର ଗରିମା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୁଏ। ବର୍ତ୍ତମାନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଯେଉଁ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ନୋଟିସ୍ ଦେଇଛନ୍ତି, … Continue reading ମମତାଙ୍କ ରାଜନୈତିକ ଡ୍ରାମା ନା ସଙ୍କଟ? || Mamata’s political drama or crisis?