ଓଡ଼ିଶାରେ ସରକାର ବଦଳିଛି ସତ, କିନ୍ତୁ ରାଜନୀତିର ଭିତର ଚିତ୍ର ବଦଳି ନାହିଁ। ଦିନେ ଯେଉଁ ଦଳ ଭିତରେ ସଂଶୋଧନ ଏବଂ ଅନୁଶାସନର ବଡ଼ ବଡ଼ ଡିଣ୍ଡିମ ପିଟାଯାଉଥିଲା, ଆଜି ସେହି ଦଳ ଭିତରୁ ହିଁ ବିଦ୍ରୋହ ଓ ଗୋଷ୍ଠୀ କନ୍ଦଳର ସ୍ୱର ସ୍ପଷ୍ଟ ଶୁଣାଯାଉଛି। ଓଡ଼ିଶା ବିଜେପି ଭିତରେ ଏବେ ଏକ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି, ଯାହାର କେନ୍ଦ୍ରବିନ୍ଦୁ ପାଲଟିଛି ସ୍ଵୟଂ ରାଜଧାନୀ ଭୁବନେଶ୍ୱର। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ଏକ ସାଧାରଣ ବୟାନ … Continue reading ବିଜେପିରେ ମହାଭାରତ! ଧର୍ମେନ୍ଦ୍ରଙ୍କୁ ଅପରାଜିତାଙ୍କ ପରୋକ୍ଷ ଟାର୍ଗେଟ୍? || Mahabharata in BJP! Is Dharmendra an indirect target of Aparajita?
Copy and paste this URL into your WordPress site to embed
Copy and paste this code into your site to embed