କୋଟା କୋଚିଂ ସେଣ୍ଟର ନା ମୃତ୍ୟୁଯନ୍ତା

ରାଜସ୍ଥାନର କୋଟାରେ ଦୁଇଜଣ ନିଟ୍ ପରୀକ୍ଷାର୍ଥୀ ଏବଂ ପଞ୍ଜାବର ମୋହାଲିସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟର ଫରେନସିକ୍ ସାଇନ୍ସ ଛାତ୍ରଙ୍କ ସମେତ ତିନିଜଣ ଯୁବ ଛାତ୍ରଙ୍କ ଦୁଃଖଦ ମୃତ୍ୟୁ ଏକ ବ୍ୟବସ୍ଥାଗତ ବିଫଳତାକୁ ଦର୍ଶାଉଛି। ଏହିଭଳି ଘଟଣାକୁ ଭାରତ ବିପଦ ତାଲିକାରେ ଗଣତି କରୁନାହିଁ ଓ ସମସ୍ତେ ଏହାକୁ ଅଣଦେଖା କରି ଚାଲିଛନ୍ତି। କୋଟାରେ ଚଳିତ ବର୍ଷ ୧୪ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି ନିଟ୍-ୟୁଜି ପରୀକ୍ଷା ପୂର୍ବରୁ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟନା ଦର୍ଶାଉଛି ଯେ ନିରନ୍ତର … Continue reading କୋଟା କୋଚିଂ ସେଣ୍ଟର ନା ମୃତ୍ୟୁଯନ୍ତା