kendujhar tribal ।। କେନ୍ଦୁଝର ଆଦିବାସୀଙ୍କ ଉନ୍ନତିରେ ଜେଡିଏ ବାଧକ

ବାଂଶପାଳ ବ୍ଳକ୍ ର କୋଡିପଶା ପଞ୍ଚାୟତ । ତା’ରି ଭିତରେ ପାହାଡ ତଳେ ବଣ ଜଙ୍ଗଲ ମଧ୍ୟରେ ଏକ ଛୋଟ ଗାଁ – ଘୁଙ୍ଗି । ଆଦିମ ଜନଜାତି ଜୁଆଙ୍ଗ ଲୋକଙ୍କ ବସତି । ମୋଟ ପରିବାର ସଂଖ୍ୟା ଛତିଶ ହେବ । ଏଇଠୁ ଆସିଛନ୍ତି ମୋହନ ମାଝୀ, ଲୋକଙ୍କ ମୁଖ୍ୟମନ୍ତ୍ରୀ । ଏଇମାନଙ୍କ ବିଧାୟକ । ଏଠି ସମସ୍ତ ଗରିବଙ୍କ ଧାର୍ଯ୍ୟ ସୀମା ରେଖା ତଳେ। । ତେନ୍ଦୁଲକର କମିଟିର ମତ ଅନୁସାରେ ଗ୍ରାମାଞ୍ଚଳରେ ଯେଉଁ … Continue reading kendujhar tribal ।। କେନ୍ଦୁଝର ଆଦିବାସୀଙ୍କ ଉନ୍ନତିରେ ଜେଡିଏ ବାଧକ