ଓଡ଼ିଶାର ସବୁଠାରୁ ପୁରାତନ ସହର ଯାଜପୁର: ଇତିହାସ, ସଂସ୍କୃତି ଏବଂ ରହସ୍ୟ || Jajpur, Odisha’s Oldest City: History, Culture, and Mystery

ଓଡ଼ିଶା, ଯାହାକୁ କି କଳା, ସଂସ୍କୃତି, ଏବଂ ଇତିହାସର ଏକ ଅଫୁରନ୍ତ ଭଣ୍ଡାର ବୋଲି କୁହାଯାଏ। ଯେତେବେଳେ ଆମେ ଓଡ଼ିଶାର ସବୁଠାରୁ ପୁରାତନ ସହର କଥା ଚିନ୍ତା କରୁ, ସେତେବେଳେ ସାଧାରଣତଃ କଟକ ବା ସେଭଳି କିଛି ପ୍ରମୁଖ ସ୍ଥାନର ନାମ ମନକୁ ଆସେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଐତିହାସିକ ସ୍ଥାନ ସମ୍ପର୍କରେ କହିବାକୁ ଯାଉଛୁ, ଯାହା ଓଡ଼ିଶାର ପ୍ରାଚୀନତମ ସହରମାନଙ୍କ ମଧ୍ୟରୁ ଅନ୍ୟତମ – ତାହା ହେଉଛି ଯାଜପୁର। ତେବେ ଆସନ୍ତୁ, … Continue reading ଓଡ଼ିଶାର ସବୁଠାରୁ ପୁରାତନ ସହର ଯାଜପୁର: ଇତିହାସ, ସଂସ୍କୃତି ଏବଂ ରହସ୍ୟ || Jajpur, Odisha’s Oldest City: History, Culture, and Mystery