ଇସ୍ରୋର ‘ନଟି ବୟ’ କଲା ଚମତ୍କାର: ମହାକାଶରେ ଇତିହାସ ରଚିଲା ଭାରତ! || ISRO’s ‘Naughty Boy’ did wonders: India made history in space!

ଭାରତରେ ଯେତେବେଳେ କୋଟି କୋଟି ଲୋକ ଗଭୀର ନିଦରେ ଶୋଇଥିଲେ, ଠିକ୍ ସେତିକିବେଳେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉଠିଥିଲା ଏକ ପ୍ରଚଣ୍ଡ ଗର୍ଜନ। ଏମିତି ଏକ ଗର୍ଜନ, ଯାହା ଅନ୍ଧକାର ଚିରି ମହାକାଶ ଅଭିମୁଖେ ବାହାରିଥିଲା ଏବଂ ସାରା ବିଶ୍ୱକୁ ସ୍ପଷ୍ଟ ବାର୍ତ୍ତା ଦେଇଥିଲା ଯେ— ଭାରତକୁ ଆଉ କେହି ଅଟକାଇ ପାରିବେ ନାହିଁ! ତାରିଖ: ୪ ସେପ୍ଟେମ୍ବର, ସମୟ: ଭୋର୍ ୨ଟା ୫୫ ମିନିଟ୍। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) … Continue reading ଇସ୍ରୋର ‘ନଟି ବୟ’ କଲା ଚମତ୍କାର: ମହାକାଶରେ ଇତିହାସ ରଚିଲା ଭାରତ! || ISRO’s ‘Naughty Boy’ did wonders: India made history in space!