ପ୍ରଥମ ମାନବବିହୀନ ‘G1’ ମିଶନ୍ ପୂର୍ବରୁ ବଢ଼ିଲା ଇସ୍ରୋର ଆତ୍ମବିଶ୍ୱାସ; ବାୟୁସେନାର ବିମାନରୁ କରାଗଲା ଏୟାରଡ୍ରପ୍ || ISRO’s confidence grows ahead of first unmanned ‘G1’ mission; Airdrop made from IAF aircraft

ଭାରତର ପ୍ରଥମ ମାନବ ମହାକାଶ ମିଶନ ‘ଗଗନଯାନ’ ଦିଗରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଉ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି। ମହାକାଶଚାରୀମାନେ ରହିବାକୁ ଥିବା ‘କ୍ରୁ ମଡ୍ୟୁଲ୍’କୁ ପୃଥିବୀ ପୃଷ୍ଠକୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ ବ୍ୟବହୃତ ହେଉଥିବା ମୁଖ୍ୟ ପାରାଚୁଟ୍ ପ୍ରଣାଳୀର ଏକ ଗୁରୁତ୍ୱପୂର୍ଣ୍ଣ ଏୟାରଡ୍ରପ୍ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ମଧ୍ୟପ୍ରଦେଶର ଶ୍ୟାମପୁର ସ୍ଥିତ ଆଡ୍ରି ଡ୍ରପ୍ ଜୋନ୍‌ଠାରେ ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ କରାଯାଇଥିଲା। ବାୟୁସେନାର ଆଇଏଲ-୭୬ ବିମାନରୁ … Continue reading ପ୍ରଥମ ମାନବବିହୀନ ‘G1’ ମିଶନ୍ ପୂର୍ବରୁ ବଢ଼ିଲା ଇସ୍ରୋର ଆତ୍ମବିଶ୍ୱାସ; ବାୟୁସେନାର ବିମାନରୁ କରାଗଲା ଏୟାରଡ୍ରପ୍ || ISRO’s confidence grows ahead of first unmanned ‘G1’ mission; Airdrop made from IAF aircraft