ଜୁଆଙ୍ଗଙ୍କ ଜୀବନର ମୂଲ୍ୟ ୧୦ ଲକ୍ଷ ଟଙ୍କା କି? ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରଶାସନର ବଡ଼ ଷଡ଼ଯନ୍ତ୍ର! || Is Zhuang’s life worth 1 million rupees? The administration’s big conspiracy against the Chief Minister!

ଆଜି ଏମିତି ଏକ ପ୍ରଶ୍ନ ସାରା ଓଡ଼ିଶାର ବିବେକକୁ ଆନ୍ଦୋଳିତ କରୁଛି, ଯାହାର ଉତ୍ତର ହୁଏତ କୌଣସି ପ୍ରଶାସନ ବା ସରକାରଙ୍କ ପାଖରେ ନାହିଁ। ପ୍ରଶ୍ନଟି ହେଉଛି— ଆମ ରାଜ୍ୟର ଅତ୍ୟନ୍ତ ଆଦିମ ଆଦିବାସୀ, ପ୍ରକୃତିର ସନ୍ତାନ “ଜୁଆଙ୍ଗ” ସମ୍ପ୍ରଦାୟର ଜୀବନର ମୂଲ୍ୟ କଣ କେବଳ ୧୦ ଲକ୍ଷ ଟଙ୍କା? କାହିଁକି କୋଟି କୋଟି ଟଙ୍କାର ସରକାରୀ ପାଣ୍ଠି ସତ୍ତ୍ୱେ ଆଜି ବି ଜୁଆଙ୍ଗ ଝିଅମାନେ ହଜାର ହଜାର କିଲୋମିଟର ଦୂରକୁ ଦାଦନ ଖଟିବାକୁ ଯାଉଛନ୍ତି ଏବଂ … Continue reading ଜୁଆଙ୍ଗଙ୍କ ଜୀବନର ମୂଲ୍ୟ ୧୦ ଲକ୍ଷ ଟଙ୍କା କି? ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରଶାସନର ବଡ଼ ଷଡ଼ଯନ୍ତ୍ର! || Is Zhuang’s life worth 1 million rupees? The administration’s big conspiracy against the Chief Minister!