ଦକ୍ଷିଣ ଏସିଆର ଭୂ-ରାଜନୀତି ଏବେ ଏକ ନୂଆ ମୋଡ଼ରେ ପହଞ୍ଚିଛି। ଯେଉଁ ବାଂଲାଦେଶକୁ ଦୀର୍ଘଦିନ ଧରି ଭାରତର ନିକଟତମ ମିତ୍ର ଭାବେ ଦେଖାଯାଉଥିଲା, ସେହି ଦେଶ ଏବେ ବିଶ୍ୱ ଶକ୍ତିମାନ୍ୟମାନଙ୍କ ରଣକ୍ଷେତ୍ରରେ ପରିଣତ ହେବାର ସଙ୍କେତ ଦେଉଛି। ଶେଖ୍ ହସିନାଙ୍କ ସରକାର ପତନ ପରେ ଢାକାରେ ନୂତନ ରାଜନୈତିକ ସମୀକରଣ ଗଠିତ ହେଉଥିବା ସମୟରେ, ଆମେରିକା, ଚୀନ୍, ପାକିସ୍ତାନ ଓ ପଶ୍ଚିମୀ ଶକ୍ତିମାନ୍ୟମାନଙ୍କ ଆଗ୍ରହ ଅସାଧାରଣ ଭାବରେ ବଢ଼ିଛି। ବିଶେଷକରି ବଙ୍ଗୋପସାଗରକୁ କେନ୍ଦ୍ର କରି ଯେପରି ରଣନୈତିକ … Continue reading ବାଂଲାଦେଶରେ ଆମେରିକାର ଏଣ୍ଟ୍ରି ଭାରତ ପାଇଁ ବିପଦ ନା ସୁଯୋଗ? || Is US entry into Bangladesh a threat or opportunity for India?
Copy and paste this URL into your WordPress site to embed
Copy and paste this code into your site to embed