ସୁଜାତା କ’ଣ ବବିଙ୍କୁ ଡରୁଛନ୍ତି? || Is Sujata afraid of Bobby?

ରାଜ୍ୟ ରାଜନୀତିରେ ଏବେ ଏକ ବଡ଼ ଚର୍ଚ୍ଚା ଜୋର ଧରିଛି। ବିଜୁ ଜନତା ଦଳ ବା ବିଜେଡିର ଆଭ୍ୟନ୍ତରୀଣ ରାଜନୈତିକ କରିଡରରେ ଏବେ ଗୋଟିଏ ମାତ୍ର ପ୍ରଶ୍ନ ବାରମ୍ବାର ଘୁରି ବୁଲୁଛି—ସେ ପ୍ରଶ୍ନଟି ହେଲା, ବବିଙ୍କୁ ଡରୁଛନ୍ତି କି ସୁଜାତା? ପୁଣିଥରେ କ’ଣ ପ୍ରଣବ ପ୍ରକାଶ ଦାସ ଅର୍ଥାତ୍ ବବି ଦାସ ବିଜେଡିରେ ସେହି ପୁରୁଣା ଫର୍ମକୁ ଫେରିବେ, ନା ଏହି ଇର୍ଷାପରାୟଣ ରାଜନୀତିର ଶିକାର ହୋଇ ଖତ ହୋଇଯିବେ? ଏଭଳି ପ୍ରଶ୍ନ ଆଜି କାହିଁକି ଉଠୁଛି? … Continue reading ସୁଜାତା କ’ଣ ବବିଙ୍କୁ ଡରୁଛନ୍ତି? || Is Sujata afraid of Bobby?