ସୁଜାତାଙ୍କ ପାଇଁ ପାଣ୍ଡିଆନ ଙ୍କ ‘ଭେନେଜୁଏଲା’ ନାଟ? || Is Pandian’s ‘Venezuela’ not for Sujatha?

ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଏବଂ ବିବାଦର ଅନ୍ୟ ନାମ ପାଲଟିଛନ୍ତି ଭି. କାର୍ତ୍ତିକେୟନ ପାଣ୍ଡିଆନ। ନିର୍ବାଚନ ପରେ ରାଜନୀତିରୁ ସନ୍ନ୍ୟାସ ନେଇଥିବା ଘୋଷଣା କରିଥିବା ଏହି ପୂର୍ବତନ ପ୍ରଶାସକ ଏବେ ପୁଣି ଥରେ ହେଡଲାଇନ୍ସକୁ ଫେରିଛନ୍ତି। କିନ୍ତୁ ଏଥର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଭୁବନେଶ୍ୱର ବା ଦିଲ୍ଲୀ ନୁହେଁ, ବରଂ ସୁଦୂର ଦକ୍ଷିଣ ଆମେରିକାର ଦେଶ ଭେନେଜୁଏଲା। ହଠାତ ପାଣ୍ଡିଆନ ଭେନେଜୁଏଲାରେ ପହଞ୍ଚିବା ଏବଂ ସେଠାରେ ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମଡେଲ ବାବଦରେ ଆଲୋଚନା କରିବା ଏବେ … Continue reading ସୁଜାତାଙ୍କ ପାଇଁ ପାଣ୍ଡିଆନ ଙ୍କ ‘ଭେନେଜୁଏଲା’ ନାଟ? || Is Pandian’s ‘Venezuela’ not for Sujatha?