ଇନଫ୍ଲୁଏନ୍ସର ବଡ଼ ନା ଡିଜିଟାଲ ମିଡିଆ ବଡ଼? || Is influencer or digital media bigger?

ଆମ ରାଜ୍ୟ ସରକାରଙ୍କୁ ଏବେ ହଠାତ୍ ଏ କେଉଁ ‘ଇନଫ୍ଲୁଏନ୍ସର’ ନିଶା ଘାରିଛି? ନିଜ ଶାସନର ଦୁଇ ବର୍ଷ ପୂର୍ତ୍ତି ପରେ, ସରକାର ଏବେ ନିଜର ପ୍ରଚାର ପ୍ରସାର କରିବା ପାଇଁ, ନିଜର ବାହାବାହି ବାଣ୍ଟିବା ପାଇଁ ରାଜ୍ୟର ସୋସିଆଲ ମିଡିଆ ଇନଫ୍ଲୁଏନ୍ସରମାନଙ୍କ ଉପରେ ଏତେ ଭରସା କଲେଣି କେମିତି? କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ— କେବଳ ଇନଫ୍ଲୁଏନ୍ସର କାହିଁକି? କାହିଁକି ଡିଜିଟାଲ ମିଡିଆ ନୁହେଁ? ଯେଉଁ ଡିଜିଟାଲ ମିଡିଆର ସାମ୍ବାଦିକମାନେ ଦିନରାତି ଆପଣଙ୍କ ସରକାରଙ୍କ ପଛରେ … Continue reading ଇନଫ୍ଲୁଏନ୍ସର ବଡ଼ ନା ଡିଜିଟାଲ ମିଡିଆ ବଡ଼? || Is influencer or digital media bigger?