ଇଏ କ’ଣ ଶିକ୍ଷାମନ୍ତ୍ରୀ ହେବାକୁ ଯୋଗ୍ୟ? || Is he fit to be the Education Minister?

ଆମ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ଆଜି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆମ ରାଜ୍ୟର ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ସହିତ ଆଦିବାସୀ, ହରିଜନ, ଅଳ୍ପସଂଖ୍ୟକ ଏବଂ ପଛୁଆବର୍ଗ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଉଛନ୍ତି। ତାଙ୍କର ଶିକ୍ଷାଗତ ଯୋଗ୍ୟତା ମଧ୍ୟ କିଛି କମ୍ ନୁହେଁ; ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମ୍.ଏ. ଏବଂ ଜୟପୁର ଆଇନ ମହାବିଦ୍ୟାଳୟରୁ ଏଲ୍.ଏଲ୍.ବି. ପାସ୍ କରିଛନ୍ତି। ଜଣେ … Continue reading ଇଏ କ’ଣ ଶିକ୍ଷାମନ୍ତ୍ରୀ ହେବାକୁ ଯୋଗ୍ୟ? || Is he fit to be the Education Minister?