ଧର୍ମେନ୍ଦ୍ରଙ୍କ ରାଜନୈତିକ କ୍ୟାରିଅର୍ ଶେଷ? || Is Dharmendra’s political career over?
ସମ୍ବଲପୁରର ବିଜେପି ସାଂସଦ, ଓଡ଼ିଶାର ସବୁଠାରୁ ପ୍ରଭାବଶାଳୀ କେନ୍ଦ୍ରୀୟ ଚେହେରା, ତଥା ଦେଶର ପୂର୍ବତନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ କ୍ୟାରିଅର୍ କ’ଣ ଆଜି ଶେଷ ହେବାକୁ ଯାଉଛି? ଏହି କଥା ଆମେ କହୁନାହୁଁ, ବରଂ ଗତ ୧୨ ବର୍ଷର ଇତିହାସ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟରେ ବସିଥିବା ନେତାମାନଙ୍କ ବର୍ତ୍ତମାନର ପରିସ୍ଥିତି ଏହି ଆଡ଼କୁ ହିଁ ସଙ୍କେତ ଦେଉଛି! ଗତ ଜୁଲାଇ ୨୫ ତାରିଖରେ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। NEET-UG ପରୀକ୍ଷା … Continue reading ଧର୍ମେନ୍ଦ୍ରଙ୍କ ରାଜନୈତିକ କ୍ୟାରିଅର୍ ଶେଷ? || Is Dharmendra’s political career over?
Copy and paste this URL into your WordPress site to embed
Copy and paste this code into your site to embed