ଓଡ଼ିଶା ରାଜନୀତିରେ ଆସୁଛି କି ବଡ଼ ଝଡ଼? || Is a big storm coming to Odisha politics?

ଓଡ଼ିଶା ରାଜନୀତିର ହାୱା ଏବେ ବଦଳିବାରେ ଲାଗିଛି। ଯେଉଁ ନେତାମାନେ ନିଜ ନିର୍ବାଚନମଣ୍ଡଳୀକୁ ନିଜର ଅଜେୟ ଗଡ଼ ବୋଲି ଭାବୁଥିଲେ, ସେମାନଙ୍କ ଆଖିରୁ ନିଦ ଏବେ ହଜିଗଲାଣି। ସଂସଦର ବିଶେଷ ଅଧିବେଶନ ଯେତିକି ପାଖେଇ ଆସୁଛି, ଓଡ଼ିଶାର ରାଜନୈତିକ ମାନଚିତ୍ରରେ ପରିବର୍ତ୍ତନର ଆଶଙ୍କା ସେତିକି ଘନୀଭୂତ ହେଉଛି। ଏହା କେବଳ ଏକ ସାଧାରଣ ନିର୍ବାଚନ ପ୍ରସଙ୍ଗ ନୁହେଁ, ବରଂ ଏହା ହେଉଛି ‘ରାଜନୈତିକ ଭୂକମ୍ପ’ର ପୂର୍ବାଭାସ। ସୀମା ପୁନଃନିର୍ଦ୍ଧାରଣ ବା ‘ଡିଲିମିଟେସନ୍’ର ଏହି ନୂଆ ରୂପରେଖ ଓଡ଼ିଶାର … Continue reading ଓଡ଼ିଶା ରାଜନୀତିରେ ଆସୁଛି କି ବଡ଼ ଝଡ଼? || Is a big storm coming to Odisha politics?