ଖୋଲିଲା ଭାରତର ତୃତୀୟ ଆଖି ! ଚାବାହାର ପୋର୍ଟ ଉପରେ ଇରାନ ସହ ଆଲୋଚନା,ଆମେରିକୀୟ କଟକଣା ଓ ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ନଜର || India’s third eye opens! Discussions with Iran on Chabahar Port, US sanctions and Trump’s decision under scrutiny

ରଣନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ‘ଚାବାହାର ବନ୍ଦର’ର ପରିଚାଳନାକୁ ନେଇ ଭାରତ ଓ ଇରାନ ମଧ୍ୟରେ କୂଟନୈତିକ ଆଲୋଚନା ଆହୁରି ଦ୍ରୁତ ହୋଇଛି। ଏହି ପୋର୍ଟର ପରିଚାଳନା ପାଇଁ ସ୍ଥାନୀୟ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଏକ ସ୍ୱତନ୍ତ୍ର ବୁଝାମଣା କରିବାକୁ ଭାରତ ସରକାର ଚେଷ୍ଟା କରୁଛନ୍ତି। ଆମେରିକା ଦ୍ୱାରା ଇରାନ ଉପରେ ଲଗାଯାଇଥିବା କଟକଣା ହଟିବା ପରେ ଯେପରି ଏହାର ସମ୍ପୂର୍ଣ୍ଣ କ୍ଷମତା ଆଇନଗତ ଭାବେ ପୁଣି ଭାରତ ହାତକୁ ଫେରିଆସିବ, ସେନେଇ ଭାରତୀୟ ପକ୍ଷରୁ ଇରାନ … Continue reading ଖୋଲିଲା ଭାରତର ତୃତୀୟ ଆଖି ! ଚାବାହାର ପୋର୍ଟ ଉପରେ ଇରାନ ସହ ଆଲୋଚନା,ଆମେରିକୀୟ କଟକଣା ଓ ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ନଜର || India’s third eye opens! Discussions with Iran on Chabahar Port, US sanctions and Trump’s decision under scrutiny