ଶକ୍ତିଶାଳୀ ରୁଷରେ ହିଁ ରହିଛି ଭାରତର ରଣନୀତିକ ସ୍ୱାର୍ଥ; ଆମେରିକାର ପ୍ରଭୁତ୍ୱକୁ ଦେବ ପ୍ରତିହତ || India’s strategic interests lie in a strong Russia; God opposes American dominance

ପୂର୍ବରୁ ସୋଭିଏତ୍ ସଂଘ ହେଉ କିମ୍ବା ବର୍ତ୍ତମାନର ରୁଷ, ଏହା ସର୍ବଦା ଭାରତର ଏକ ପ୍ରକୃତ ତଥା ନିର୍ଭରଯୋଗ୍ୟ ବନ୍ଧୁ ଭାବରେ ଉଭା ହୋଇଛି ବୋଲି ପ୍ରତିରକ୍ଷା ବିଶେଷଜ୍ଞ ଲେଫ୍ଟନାଣ୍ଟ କର୍ଣ୍ଣଲ (ଅବସରପ୍ରାପ୍ତ) ଜେଏସ୍‌ ସୋଢ଼ୀ ପ୍ରକାଶ କରିଛନ୍ତି। ବର୍ତ୍ତମାନର ବଦଳୁଥିବା ଭୂ-ରାଜନୈତିକ ସମୀକରଣ ମଧ୍ୟରେ ରୁଷ ଆଜି ବି ଭାରତ ପାଇଁ ସବୁଠାରୁ ବଡ଼ ଭରସାଯୋଗ୍ୟ ଅଂଶୀଦାର। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଏକ ଶକ୍ତିଶାଳୀ ରୁଷ ବୈଶ୍ୱିକ ବ୍ୟବସ୍ଥାକୁ ସନ୍ତୁଳିତ ରଖିବା ସହ … Continue reading ଶକ୍ତିଶାଳୀ ରୁଷରେ ହିଁ ରହିଛି ଭାରତର ରଣନୀତିକ ସ୍ୱାର୍ଥ; ଆମେରିକାର ପ୍ରଭୁତ୍ୱକୁ ଦେବ ପ୍ରତିହତ || India’s strategic interests lie in a strong Russia; God opposes American dominance