India’s sixth-generation combat aircraft by 2030? II ୨୦୩୦ ସୁଦ୍ଧା ଭାରତର ସିକ୍‍ଥ ଜେନେରେସନ୍ ଲଢ଼ୁଆ ବିମାନ?

ଗତ କିଛି ଦିନ ଧରି ସୋସିଆଲ ମିଡିଆ ଓ ଡିଜିଟାଲ୍ ପ୍ଲାଟଫର୍ମରେ ଏକ ଭିଡିଓ ଖୁବ୍ ଚର୍ଚ୍ଚାରେ ରହିଛି। ସେହି ଭିଡିଓରେ ନୂଆଦିଲ୍ଲୀରେ ଆୟୋଜିତ ‘ନ୍ୟାସନାଲ୍ ସିକ୍ୟୁରିଟି ସବମିଟ୍’ ରେ ଘରୋଇ କମ୍ପାନୀ ‘ରାଫେ ଏମଫିବିର’ର ଅଧ୍ୟକ୍ଷ ବିକାଶ ମିଶ୍ରାଙ୍କ ବୟାନ, ଭାରତର ଫିଫ୍‍ଥ ଜେନେରେସନ୍ ଆମକା ପ୍ରକଳ୍ପ, ଏବଂ 6th Generation ବା 6th Generation ଲଢ଼ୁଆ ବିମାନକୁ ନେଇ ବଡ଼ ଦାବି କରାଯାଇଛି। କୁହାଯାଉଛି ଯେ, ୨୦୩୦ ସୁଦ୍ଧା—ଅର୍ଥାତ୍ ଆଗାମୀ ପ୍ରାୟ ୪୦ ମାସ … Continue reading India’s sixth-generation combat aircraft by 2030? II ୨୦୩୦ ସୁଦ୍ଧା ଭାରତର ସିକ୍‍ଥ ଜେନେରେସନ୍ ଲଢ଼ୁଆ ବିମାନ?