ତୁର୍କୀ-ପାକିସ୍ତାନ ଉପରେ ଭାରତର ମହାପ୍ରହାର || India’s great defeat on Turkey-Pakistan

ଭାରତ-ସାଇପ୍ରସ ରଣନୀତିକ ମେଣ୍ଟ: ତୁର୍କୀ ଓ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା; ପ୍ରତିରକ୍ଷା, କୂଟନୀତି ଓ ୟୁରୋପୀୟ ସଂଯୋଗରେ ନୂଆ ଅଧ୍ୟାୟ ଭାରତ ଓ ସାଇପ୍ରସ ମଧ୍ୟରେ ନୂଆ ରଣନୀତିକ ଅଂଶୀଦାରିତା ଘୋଷଣା ପରେ ଆନ୍ତର୍ଜାତୀୟ କୂଟନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସାଇପ୍ରସର ରାଷ୍ଟ୍ରପତି ନିକୋସ କ୍ରିଷ୍ଟୋଡୋଲାଇଡିସଙ୍କ ମଧ୍ୟରେ ନୂଆଦିଲ୍ଲୀରେ ହୋଇଥିବା ବୈଠକରେ ଦୁଇ ଦେଶ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ୨୦୨୬ ରୁ ୨୦୩୧ ପର୍ଯ୍ୟନ୍ତ ଏକ … Continue reading ତୁର୍କୀ-ପାକିସ୍ତାନ ଉପରେ ଭାରତର ମହାପ୍ରହାର || India’s great defeat on Turkey-Pakistan