ପ୍ରତିରକ୍ଷା କ୍ଷେତ୍ରରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ସ୍ୱଦେଶୀ ଯୁଦ୍ଧପୋତ ପ୍ରକଳ୍ପ ଆରମ୍ଭ କରିବ ଭାରତୀୟ ନୌସେନା || Indian Navy to launch indigenous warship project worth around Rs 1 lakh crore in defence sector

ସମୁଦ୍ରରେ ଚୀନର ବଢ଼ୁଥିବା ଦବଦବା ଏବଂ ଭାରତ ମହାସାଗର ଅଞ୍ଚଳରେ ରଣନୈତିକ ସ୍ଥିତିକୁ ଆହୁରି ମଜବୁତ କରିବା ପାଇଁ ଭାରତୀୟ ନୌସେନା ଏକ ବଡ଼ ଧରଣର ଯୋଜନା ପ୍ରସ୍ତୁତ କରିଛି। ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ଆତ୍ମନିର୍ଭରଶୀଳତାକୁ ବଡ଼ ପ୍ରୋତ୍ସାହନ ଦେଇ ନୌସେନା ପକ୍ଷରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ବ୍ୟୟରେ ତିନୋଟି ବିଶାଳ ସ୍ୱଦେଶୀ ଯୁଦ୍ଧପୋତ ପ୍ରକଳ୍ପ ଆରମ୍ଭ କରାଯିବାକୁ ଯାଉଛି। ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଏହାକୁ ଏକ ବଡ଼ ଏବଂ ଐତିହାସିକ ପଦକ୍ଷେପ … Continue reading ପ୍ରତିରକ୍ଷା କ୍ଷେତ୍ରରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ସ୍ୱଦେଶୀ ଯୁଦ୍ଧପୋତ ପ୍ରକଳ୍ପ ଆରମ୍ଭ କରିବ ଭାରତୀୟ ନୌସେନା || Indian Navy to launch indigenous warship project worth around Rs 1 lakh crore in defence sector