ଶତ୍ରୁକୁ ଜବାବ ଦେବ ଭାରତୀୟ ସେନାର ‘ଇଣ୍ଟିଗ୍ରେଟେଡ୍ ବ୍ୟାଟେଲ୍ ଗ୍ରୁପ୍’ ; ମେଜର ଜେନେରାଲ୍ ନେବେ ସମ୍ପୂର୍ଣ୍ଣ ନେତୃତ୍ୱ || Indian Army’s ‘Integrated Battle Group’ to respond to enemy; Major General to take complete leadership

ସୀମାରେ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ତୁରନ୍ତ ଏବଂ ଶକ୍ତିଶାଳୀ ମୁକାବିଲା କରିବା ପାଇଁ ଭାରତୀୟ ସେନା ନିଜର ଯୁଦ୍ଧ କୌଶଳରେ ଏକ ବଡ଼ ପରିବର୍ତ୍ତନ କରିଛି। ସେନା ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ଅତ୍ୟାଧୁନିକ ‘ଇଣ୍ଟିଗ୍ରେଟେଡ୍ ବ୍ୟାଟେଲ୍ ଗ୍ରୁପ୍’ (IBG) ବା ସମନ୍ୱିତ ଯୁଦ୍ଧ ସମୂହ ବର୍ତ୍ତମାନ ସୀମାରେ ମୁତୟନ ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ। ପ୍ରତ୍ୟେକ ଗ୍ରୁପ୍‌ରେ ପ୍ରାୟ ୫,୦୦୦ ସୈନ୍ୟ ରହିବେ ଏବଂ ଏହାର କମାଣ୍ଡ ବା ନେତୃତ୍ୱ ଜଣେ ମେଜର ଜେନେରାଲ୍ ପାହ୍ୟାର ଅଧିକାରୀଙ୍କ … Continue reading ଶତ୍ରୁକୁ ଜବାବ ଦେବ ଭାରତୀୟ ସେନାର ‘ଇଣ୍ଟିଗ୍ରେଟେଡ୍ ବ୍ୟାଟେଲ୍ ଗ୍ରୁପ୍’ ; ମେଜର ଜେନେରାଲ୍ ନେବେ ସମ୍ପୂର୍ଣ୍ଣ ନେତୃତ୍ୱ || Indian Army’s ‘Integrated Battle Group’ to respond to enemy; Major General to take complete leadership