ଭାରତକୁ ମିଳିବ ଜାପାନର ‘ମୋଗାମି କ୍ଲାସ୍ ଫ୍ରିଗେଟ୍’ || India to get Japan’s ‘Mogami Class Frigate’

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଯେଉଁ ଦେଶ ସାରା ବିଶ୍ୱକୁ ଶାନ୍ତିର ପାଠ ପଢ଼ାଉଥିଲା, ଯେଉଁ ଦେଶ କେବଳ ଟେକ୍ନୋଲୋଜି ଏବଂ କାର୍ ତିଆରି ପାଇଁ ଜଣାଶୁଣା ଥିଲା, ସେହି ଜାପାନ ଆଜି ଏକ ଏପରି ନିଷ୍ପତ୍ତି ନେଇଛି ଯାହା ଶକ୍ତିଶାଳୀ ଆମେରିକା ଏବଂ ଚୀନ୍‌ର ନିଦ ହଜାଇ ଦେଇଛି। ଦଶନ୍ଧି ଦଶନ୍ଧି ଧରି ନିଜ ଉପରେ ଲଗାଇଥିବା ‘ପ୍ରତିରକ୍ଷା ପ୍ରତିବନ୍ଧକ’କୁ ହଟାଇ ଜାପାନ ଏବେ ବିଶ୍ୱ ଅସ୍ତ୍ର ବଜାରରେ ପାଦ ଦେଇଛି। କିନ୍ତୁ ପ୍ରଶ୍ନ ଉଠୁଛି, ହଠାତ୍ … Continue reading ଭାରତକୁ ମିଳିବ ଜାପାନର ‘ମୋଗାମି କ୍ଲାସ୍ ଫ୍ରିଗେଟ୍’ || India to get Japan’s ‘Mogami Class Frigate’