ମହାକାଶ ବିଜ୍ଞାନ କ୍ଷେତ୍ରରେ ଇତିହାସ ରଚିବ ଭାରତ;ଚଳିତ ବର୍ଷ ଦେଶର ପ୍ରଥମ ବେସରକାରୀ ରକେଟ୍ ଲଞ୍ଚ || India to create history in space science;country’s first private rocket launch this year

ଭାରତର ମହାକାଶ ଯାତ୍ରାରେ ଏକ ନୂତନ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଦେଶର ପ୍ରଥମ ବେସରକାରୀ କକ୍ଷପଥ ଶ୍ରେଣୀର ରକେଟ୍ (Orbital-class Rocket) ‘ବିକ୍ରମ-୧’ ନିଜର ପ୍ରଥମ ପରୀକ୍ଷାମୂଳକ ଉଡ଼ାଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ହାଇଦ୍ରାବାଦ ସ୍ଥିତ ମହାକାଶ ଷ୍ଟାର୍ଟଅପ୍ କମ୍ପାନୀ ‘ସ୍କାଏରୁଟ୍ ଏରୋସ୍ପେସ୍’ ଗୁରୁବାର ଘୋଷଣା କରିଛି ଯେ, ‘ମିଶନ ଆଗମନ’ ଅନ୍ତର୍ଗତ ଏହି ରକେଟ୍‌ର ଉତକ୍ଷେପଣ ଜୁଲାଇ ୧୨ ରୁ ଅଗଷ୍ଟ ୪, ୨୦୨୬ ମଧ୍ୟରେ କରାଯିବ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ … Continue reading ମହାକାଶ ବିଜ୍ଞାନ କ୍ଷେତ୍ରରେ ଇତିହାସ ରଚିବ ଭାରତ;ଚଳିତ ବର୍ଷ ଦେଶର ପ୍ରଥମ ବେସରକାରୀ ରକେଟ୍ ଲଞ୍ଚ || India to create history in space science;country’s first private rocket launch this year