ଆଫଗାନିସ୍ତାନର ଜନସାଧାରଣଙ୍କ ସଙ୍କଟ ସମୟରେ ପୁଣି ଥରେ ସହାୟତାର ହାତ ବଢ଼ାଇଛି ଭାରତ। ପାକିସ୍ତାନରୁ ବାଧ୍ୟ ହୋଇ ନିଜ ଦେଶକୁ ଫେରୁଥିବା ହଜାର ହଜାର ଆଫଗାନ ଶରଣାର୍ଥୀଙ୍କ ଥଇଥାନ ଓ ପୁନର୍ବାସ ପାଇଁ ଭାରତ ସରକାରଙ୍କ ପକ୍ଷରୁ ମାନବୀୟ ସହାୟତା ଯୋଗାଇ ଦିଆଯାଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଫଗାନିସ୍ତାନର ‘ଶରଣାର୍ଥୀ ଏବଂ ପୁନର୍ବାସ ମନ୍ତ୍ରଣାଳୟ’ କୁ ଶରଣାର୍ଥୀ ପରିବାରଗୁଡ଼ିକର ରହିବା ପାଇଁ ବହୁ ସଂଖ୍ୟାରେ ତମ୍ବୁ ହସ୍ତାନ୍ତର କରାଯାଇଛି, ଯଦ୍ୱାରା ନିରାଶ୍ରୟ … Continue reading ପାକିସ୍ତାନରୁ ଫେରୁଥିବା ଆଫଗାନିସ୍ତାନର ଶରଣାର୍ଥୀଙ୍କ ପାଇଁ ଭାରତ ତରଫରୁ ଦିଆଗଲା ଟେଣ୍ଟ || India provides tents for Afghan refugees returning from Pakistan
Copy and paste this URL into your WordPress site to embed
Copy and paste this code into your site to embed