ଶିକ୍ଷା କ୍ଷେତ୍ରରେ ସୁଧାର, କିନ୍ତୁ ଶୀର୍ଷରେ ପହଞ୍ଚିପାରିଲାନି କୌଣସି ରାଜ୍ୟ; କେନ୍ଦ୍ର ସରକାରଙ୍କ ‘PGI 2.0’ ରିପୋର୍ଟ ପ୍ରକାଶ || Improvement in education sector, but no state has reached the top; Central government’s ‘PGI 2.0’ report released

ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାର ମାନ ଏବଂ ସରକାରୀ ବିଦ୍ୟାଳୟଗୁଡ଼ିକର ସ୍ଥିତିକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସାମ୍ପ୍ରତିକ ‘ପରଫରମିଙ୍ଗ ଗ୍ରେଡିଙ୍ଗ ଇଣ୍ଡେକ୍ସ’ ବା ପିଜିଆଇ ୨.୦ ରିପୋର୍ଟ ପ୍ରକାଶ ପାଇଛି। ଏହି ଜାତୀୟ ସ୍ତରର ରିପୋର୍ଟ ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ସରକାରୀ ସ୍କୁଲର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ଅନୁପାତ, ଶିକ୍ଷାଦାନର ଶୈଳୀ ଏବଂ ଭିତ୍ତିଭୂମିରେ ଉଲ୍ଲେଖନୀୟ ସୁଧାର ଆସିଛି। ମାତ୍ର ସବୁଠାରୁ ଚିନ୍ତାଜନକ ଏବଂ ଚକିତ କଲାଭଳି … Continue reading ଶିକ୍ଷା କ୍ଷେତ୍ରରେ ସୁଧାର, କିନ୍ତୁ ଶୀର୍ଷରେ ପହଞ୍ଚିପାରିଲାନି କୌଣସି ରାଜ୍ୟ; କେନ୍ଦ୍ର ସରକାରଙ୍କ ‘PGI 2.0’ ରିପୋର୍ଟ ପ୍ରକାଶ || Improvement in education sector, but no state has reached the top; Central government’s ‘PGI 2.0’ report released